Dalei GST Suvidha Kendra

Directions Contact the business

Dalei GST Suvidha Kendra DALEI GST SUVIDHA KENDRA Gives You All Types Of Taxation Services, Which You Need. We Deals With GST

🛡️ Security. Safety. Support.🌟 A Step Towards a Safer & Happier Tomorrow!Senior Citizens can apply for a Senior Citizen ...
26/09/2026

🛡️ Security. Safety. Support.
🌟 A Step Towards a Safer & Happier Tomorrow!

Senior Citizens can apply for a Senior Citizen Card for Better Security, Police Assistance and Emergency Support.

Our Seniors deserve care, respect & protection.

Get your Senior Citizen Card today! 👴👵

📍 Available at DALEI GST SUVIDHA KENDRA

🌺ଜୟ ଜଗନ୍ନାଥ, ଜୟ ଗଣେଶ! ପ୍ରଭୁ ବିଘ୍ନରାଜ ସମସ୍ତଙ୍କ ଦୁଃଖ ହରଣ କରନ୍ତୁ।🌺May Lord Ganesha clear every obstacle from your path and ...
13/09/2026

🌺ଜୟ ଜଗନ୍ନାଥ, ଜୟ ଗଣେଶ! ପ୍ରଭୁ ବିଘ୍ନରାଜ ସମସ୍ତଙ୍କ ଦୁଃଖ ହରଣ କରନ୍ତୁ।🌺

May Lord Ganesha clear every obstacle from your path and fill your heart with peace.🙏🏻🙏🏻🙏🏻

"ସତ୍ୟ, ସେବା ଓ ନିଷ୍ଠାର ପ୍ରତୀକ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବରେ ସମସ୍ତଙ୍କୁ ଜନ୍ମାଷ୍ଟମୀର ଅନେକ ଅନେକ ଶୁଭକାମନା!🌸"- ଦଳେଇ ଜିଏସଟି ସୁବିଧା କେ...
04/09/2026

"ସତ୍ୟ, ସେବା ଓ ନିଷ୍ଠାର ପ୍ରତୀକ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବରେ ସମସ୍ତଙ୍କୁ ଜନ୍ମାଷ୍ଟମୀର ଅନେକ ଅନେକ ଶୁଭକାମନା!🌸"

- ଦଳେଇ ଜିଏସଟି ସୁବିଧା କେନ୍ଦ୍ର

-Dalei GST Suvidha Kendra

❤️

କୋଟି ଓଡ଼ିଆଙ୍କ ମଉଡ଼ମଣି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା।ଜୟ ଜଗନ୍ନାଥ...
15/07/2026

କୋଟି ଓଡ଼ିଆଙ୍କ ମଉଡ଼ମଣି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା।

ଜୟ ଜଗନ୍ନାଥ ⭕❗⭕🙇🏻‍♂️🙏🏻



Jaganathdham🕉️_puri🙏

rathayatra2025⭕‼️⭕🙏🚩🚩

ବନସ୍ତେ ଡାକିଲା ଗଜ... !ବରଷକେ ଥରେ ଆସିଛି ରଜ.... !!ଓଡ଼ିଶାର ଗଣପର୍ବ ରଜ ଉପଲକ୍ଷେ ଆପଣଙ୍କୁ ତଥା ଆପଣଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ହାର୍ଦ...
14/06/2026

ବନସ୍ତେ ଡାକିଲା ଗଜ... !
ବରଷକେ ଥରେ ଆସିଛି ରଜ.... !!

ଓଡ଼ିଶାର ଗଣପର୍ବ ରଜ ଉପଲକ୍ଷେ ଆପଣଙ୍କୁ ତଥା ଆପଣଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା💐 ❤️🙏

Happy Holi To All Of You🥳🎉
03/03/2026

Happy Holi To All Of You🥳🎉



ନୂଆ ଆଶା, ସ୍ବପ୍ନ ଆଉ ସମ୍ଭାବନାମନରେ ଆଣୁ ନୂଆ ଭାବନା ନୂତନ ବର୍ଷରେ ପ୍ରଭୁ କାମନା ସମସ୍ତଙ୍କର ପୂରଣ ହେଉ ମନସ୍କାମନା🙏ଇଂରାଜୀ ନବବର୍ଷ ୨୦୨୬ ର ...
01/01/2026

ନୂଆ ଆଶା, ସ୍ବପ୍ନ ଆଉ ସମ୍ଭାବନା
ମନରେ ଆଣୁ ନୂଆ ଭାବନା
ନୂତନ ବର୍ଷରେ ପ୍ରଭୁ କାମନା
ସମସ୍ତଙ୍କର ପୂରଣ ହେଉ ମନସ୍କାମନା🙏

ଇଂରାଜୀ ନବବର୍ଷ ୨୦୨୬ ର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ🎊ଏହି ନବବର୍ଷ ଟି ଆପଣଙ୍କ ପାଇଁ ଏବଂ ଆପଣଙ୍କ ପରିବାର ପାଇଁ ସୁଖ, ଶାନ୍ତି, ସମୃଦ୍ଧିର ବର୍ଷ ହେଉ🙏

ଆନନ୍ଦ ଓ ଆଲୋକର ପର୍ବ ଦୀପାବଳି ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ।ଏହି ଦୀପାବଳୀ ର ଦୀପ🪔ଜାଳି ଦେଉ ସଭିଙ୍କ ମନରୁ ପାପ !...
20/10/2025

ଆନନ୍ଦ ଓ ଆଲୋକର ପର୍ବ ଦୀପାବଳି ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ।

ଏହି ଦୀପାବଳୀ ର ଦୀପ🪔
ଜାଳି ଦେଉ ସଭିଙ୍କ ମନରୁ ପାପ !!

ପୁନଶ୍ଚ ଦୀପାବଳୀ ଓ କାଳୀପୂଜା ର ଅନେକ ଶୁଭେଚ୍ଛା ଓ ଶୁଭକାମନା
ଶୁଭ ଦୀପାବଳୀ🪔🎇

ଶାରଦୀୟ ମହାଅଷ୍ଟମୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା💐🙏🏻🙏🏻। ଜଗତଜନନୀ ମା’ ଦୁର୍ଗା ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଭର...
30/09/2025

ଶାରଦୀୟ ମହାଅଷ୍ଟମୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା💐🙏🏻🙏🏻। ଜଗତଜନନୀ ମା’ ଦୁର୍ଗା ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଭରି ଦିଅନ୍ତୁ।

NEXT-GEN GST REFORMS ARE HERE! 🔥🔥🔥Historic Diwali Gift for the Nation...Effective from 22 September 2025! 🫡             ...
03/09/2025

NEXT-GEN GST REFORMS ARE HERE! 🔥🔥🔥

Historic Diwali Gift for the Nation...
Effective from 22 September 2025! 🫡

Address

Barbil
758035

Opening Hours

Monday 9am - 7pm
Tuesday 9am - 7pm
Wednesday 9am - 7pm
Thursday 9am - 7pm
Friday 9am - 7pm
Saturday 9am - 7pm

Website

Alerts

Be the first to know and let us send you an email when Dalei GST Suvidha Kendra posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Dalei GST Suvidha Kendra:

Shortcuts

Share