Ama Paisa, Ama Bhavishya

  • Home
  • Ama Paisa, Ama Bhavishya
Website

Ama Paisa, Ama Bhavishya ସଞ୍ଚୟ • ନିବେଶ • ବୀମା • ଆର୍ଥିକ ଜ୍ଞାନ

Jeevan Labh policy I LIC  OF INDIA I ଜୀବନ ଲାଭ ପଲିସି I
15/10/2026

Jeevan Labh policy I LIC OF INDIA I ଜୀବନ ଲାଭ ପଲିସି I

13/10/2026

ପୂଜା ଅଫର୍‌ର ଜାଲ! The trap of Puja offers! Be Alert!

ଆଜିକାଲି ପୂଜା ପାଇଁ ସବୁଠି ଅଫର୍ ଚାଲିଛି!

Flipkart, Amazon ଠାରୁ ଆରମ୍ଭ କରି ବିଭିନ୍ନ ଦୋକାନ ଓ ୱେବସାଇଟ୍‌ରେ ବଡ଼ ବଡ଼ ଡିସ୍‌କାଉଣ୍ଟ୍!

କିନ୍ତୁ ଟିକେ ଭାବନ୍ତୁ…

ଏହି ଅଫର୍‌ରେ ପ୍ରକୃତରେ ଲାଭ କାହାର? ଆପଣଙ୍କର, ନା କମ୍ପାନୀର?

ଅଫର୍ ଦେଖି କମ୍ପାନୀର ବିକ୍ରି ବଢ଼େ, ଆଉ ଆମେ ଅନେକ ସମୟରେ ଅନାବଶ୍ୟକ ଜିନିଷ କିଣି ନିଜ କଷ୍ଟର ଟଙ୍କା ଖର୍ଚ୍ଚ କରିଦେଉ।

ମନେ ରଖନ୍ତୁ, ଅଫର୍ ଦେଖି ଟଙ୍କା ଖର୍ଚ୍ଚ କରିବା ଅପେକ୍ଷା, ଟଙ୍କା ସଞ୍ଚୟ କରିବା ଅଧିକ ଜରୁରୀ।

କାରଣ ଆପଣଙ୍କ ପାଖରେ ଟଙ୍କା ଥିଲେ, ଅନେକ ସମସ୍ୟାର ସମାଧାନ ନିଜେ କରିପାରିବେ।

ତେଣୁ ଅଫର୍‌ରେ ନୁହେଁ, ନିଜ ଭବିଷ୍ୟତ ପାଇଁ ଟଙ୍କା ସଞ୍ଚୟ କରନ୍ତୁ।

ଆପଣ ଅଫର୍ ଦେଖି କିଣନ୍ତି, ନା ଆବଶ୍ୟକତା ଦେଖି? କମେଣ୍ଟରେ ଜଣାନ୍ତୁ।

— Ama Paisa Ama Bhavishya
#ପୂଜାଅଫର୍‌ #ଅନଲାଇନସେଲ #ଦଶହରା

ଟଙ୍କା ନଥିଲେ ନିଜ ଘରେ ମଧ୍ୟ ସମ୍ମାନ ମିଳେନାହିଁ।
28/09/2026

ଟଙ୍କା ନଥିଲେ ନିଜ ଘରେ ମଧ୍ୟ ସମ୍ମାନ ମିଳେନାହିଁ।

28/09/2026

LIC ରେ କିଛି ଲାଭ ନାହିଁ !













“LIC ରୁ କେବେ ବି ପଇସା ବୁଡ଼ିବ ନାହିଁ!”

ଏମିତି କଥା ଆପଣ ଅନେକ ଥର ଶୁଣିଥିବେ।

କିନ୍ତୁ ମନେ ରଖନ୍ତୁ—
LIC ହେଉଛି ଭାରତର ଏକ ପ୍ରମୁଖ ସରକାରୀ ଜୀବନ ବୀମା ସଂସ୍ଥା।

ଯେମିତି ଘରର ମୂଳଦୁଆ ମଜବୁତ ହେବା ଦରକାର,
ସେମିତି ଜୀବନରେ ପ୍ରଥମେ Life Insurance ର ସୁରକ୍ଷା ଦରକାର।

ପ୍ରଥମେ ନିଜ ପରିବାରର ଆବଶ୍ୟକତା ଅନୁଯାୟୀ Life Insurance ର ସୁରକ୍ଷା ସୁନିଶ୍ଚିତ କରନ୍ତୁ।
ତା’ପରେ ନିଜର financial goal ଏବଂ risk capacity ଅନୁଯାୟୀ Mutual Fund, Share Market ଭଳି investment options ବିଷୟରେ ଭାବନ୍ତୁ।

Investment କରିବା ପୂର୍ବରୁ Protection କୁ ଅବହେଳା କରନ୍ତୁ ନାହିଁ।

ସଚେତନ ହୁଅନ୍ତୁ, ନିଜ ପରିବାରର financial security ବିଷୟରେ ଭାବନ୍ତୁ ଏବଂ ନିଜ ଆବଶ୍ୟକତା ଅନୁଯାୟୀ ସଠିକ୍ Life Insurance ଚୟନ କରନ୍ତୁ।

ପ୍ରଥମେ ସୁରକ୍ଷା, ତା’ପରେ Investment।

ଜାଗ୍ରୁକ ହୁଅନ୍ତୁ — ଆଜିଠାରୁ ନିଜ ପରିବାରର Life Insurance ବିଷୟରେ ଭାବନ୍ତୁ।

ଯେଉଁଠାରେ ଆପଣଙ୍କ ମୂଲ୍ୟ ନାହିଁ,ସେଠାରେ ନିଜକୁ ପ୍ରମାଣ କରିବାକୁ ଯାଆନ୍ତୁ ନାହିଁ।ନିଜର ମୂଲ୍ୟ ଜାଣନ୍ତୁ ଏବଂ ଆଗକୁ ବଢ଼ନ୍ତୁ।
25/09/2026

ଯେଉଁଠାରେ ଆପଣଙ୍କ ମୂଲ୍ୟ ନାହିଁ,
ସେଠାରେ ନିଜକୁ ପ୍ରମାଣ କରିବାକୁ ଯାଆନ୍ତୁ ନାହିଁ।
ନିଜର ମୂଲ୍ୟ ଜାଣନ୍ତୁ ଏବଂ ଆଗକୁ ବଢ଼ନ୍ତୁ।

ଅନ୍ୟର ଜୀବନକୁ ଦେଖିନିଜ ଜୀବନକୁ ଛୋଟ ଭାବନ୍ତୁ ନାହିଁ।ପ୍ରତ୍ୟେକ ମଣିଷର ଯାତ୍ରା ଅଲଗା,ତେଣୁ ନିଜ ଗତିରେ ଚାଲନ୍ତୁ
25/09/2026

ଅନ୍ୟର ଜୀବନକୁ ଦେଖି
ନିଜ ଜୀବନକୁ ଛୋଟ ଭାବନ୍ତୁ ନାହିଁ।
ପ୍ରତ୍ୟେକ ମଣିଷର ଯାତ୍ରା ଅଲଗା,
ତେଣୁ ନିଜ ଗତିରେ ଚାଲନ୍ତୁ

ସମସ୍ତଙ୍କୁ ଖୁସି କରିବାକୁ ଚେଷ୍ଟା କରିକରିନିଜର ଖୁସିକୁ ହରାଇ ଦିଅନ୍ତୁ ନାହିଁ।ଜୀବନ ଆପଣଙ୍କର—କିଛି ସମୟ ନିଜ ପାଇଁ ମଧ୍ୟ ରଖନ୍ତୁ।
25/09/2026

ସମସ୍ତଙ୍କୁ ଖୁସି କରିବାକୁ ଚେଷ୍ଟା କରିକରି
ନିଜର ଖୁସିକୁ ହରାଇ ଦିଅନ୍ତୁ ନାହିଁ।
ଜୀବନ ଆପଣଙ୍କର—କିଛି ସମୟ ନିଜ ପାଇଁ ମଧ୍ୟ ରଖନ୍ତୁ।

ଜୀବନର ସତ୍ୟ I The Truth of Life I
25/09/2026

ଜୀବନର ସତ୍ୟ I The Truth of Life I

ଯିଏ ତୁମକୁ ପ୍ରତ୍ୟେକ ଭୁଲ୍‌ରେ ବୁଝାଏ, ତାଙ୍କ ଉପରେ କେବେ ରାଗ କରନି। କାରଣ ତୁମକୁ ନଷ୍ଟ କରିବାକୁ ଚାହୁଁଥିବା ଲୋକ, କେବେ ବି ତୁମକୁ ବୁଝାଇବା...
25/09/2026

ଯିଏ ତୁମକୁ ପ୍ରତ୍ୟେକ ଭୁଲ୍‌ରେ ବୁଝାଏ,
ତାଙ୍କ ଉପରେ କେବେ ରାଗ କରନି।
କାରଣ ତୁମକୁ ନଷ୍ଟ କରିବାକୁ ଚାହୁଁଥିବା ଲୋକ,
କେବେ ବି ତୁମକୁ ବୁଝାଇବାକୁ ଆସନ୍ତି ନାହିଁ।

ଜୀବନରେ ଖୁସିରେ ରୁହନ୍ତୁ, ହସି ହସି ଜୀବନକୁ ବଞ୍ଚନ୍ତୁ।କାରଣ ପ୍ରତିଦିନ ସନ୍ଧ୍ୟାରେ କେବଳ ସୂର୍ଯ୍ୟ ନୁହେଁ,ଆମ ଜୀବନର ଗୋଟିଏ ଦିନ ମଧ୍ୟ ଅସ୍ତ ହ...
25/09/2026

ଜୀବନରେ ଖୁସିରେ ରୁହନ୍ତୁ, ହସି ହସି ଜୀବନକୁ ବଞ୍ଚନ୍ତୁ।

କାରଣ ପ୍ରତିଦିନ ସନ୍ଧ୍ୟାରେ କେବଳ ସୂର୍ଯ୍ୟ ନୁହେଁ,

ଆମ ଜୀବନର ଗୋଟିଏ ଦିନ ମଧ୍ୟ ଅସ୍ତ ହୋଇଯାଏ।

Address


751002

Alerts

Be the first to know and let us send you an email when Ama Paisa, Ama Bhavishya posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

  • Want your business to be the top-listed accountant?

Share